କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପରେ ପ୍ରବେଶ ମନା

ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ-ଅଦାର ପୁନାୱାଲା ନୂଆଦିଲ୍ଲୀ: କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଛନ୍ତି କୋଭିସିଲ୍ଡ ଟକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା। ପୁନାୱାଲା ଟ୍ୱିଟ ଯୋଗେ କହିଛନ୍ତି କି ଏନେଇ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରାଯିବ। ସେ ଆହୁରି କହିଛନ୍ତି କି ୟୁରୋପୀୟ ସଂଘର ନୂଆ ‘ଭ୍ୟାକ୍ସିନ … Continue reading କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପରେ ପ୍ରବେଶ ମନା